ନିଗାରୀ
[ ନିଗାଳୀ, ନିଗାର(ଳ)କ—ଅନ୍ୟରୂପ]
(ନିଗାରିଣୀ—ସ୍ତ୍ରୀ)
ଗଳାଧଃକରଣକାରୀ; ଯେ ଗିଳି ଦିଏ — Swallowing; devouring.
ଜୟ ବନ ମଧ୍ୟ ଅନଳ ନିଗାରୀ କୃଷ୍ଣସିଂହ, ମହାଭାରତ ବନ