ନିଗା କରିବା
ଦେଖଣା
ନିଗା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିଗା କରିବା
|
ନିଗା(ଘା) ଦେବା; ନିଗା (ଘା)ରଖିବା, ନିଗା(ଘା)ପାନ କରିବା; ନିଗା(ଘା)ବାନି କରିବା, ନିଗା (ଘା)ମାନ କରିବା; ନିଗା(ଘା) ନେବାଅନ୍ୟରୂପ
ଦେଶଜ - କ୍ରି. (ଫାରାସୀ - ନିଗାହ୍)
[ସମ୍ପାଦନା]- ୧. ଚାହିଁବା — ୧. To look at.
- ୨. ତତ୍ତ୍ୱ ନେବା —୨. To look after.
- ୩. ଜଗିବା —୩. To watch.
- ୪. ଦୃଷ୍ଟ ରଖିବା —୪. To keep an eye on.
- ୫. ଦେଖାଶୁଣା କରିବା —୫. To take care of.
- ୬. ତତ୍ତ୍ୱାବଧାନ କରିବା —୬. To supervise.