ନିଗୂଢ଼
ଦେଖଣା
ନିଗୂଢ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନିଗୂଢ଼
|
=== ସଂସ୍କୃତ - ବିଶେଷଣ -(ନି+ଗୂହ୍ ଧାତୁ=ଗୋପନ କରିବା+କର୍ମ. ତ)
- ୧. ସଂବୃତ; ଆଚ୍ଛାଦିତ —୧. Covered; closed.
- ୨. ଲୁକ୍କାୟିତ; ପ୍ରଚ୍ଛନ୍ନ; ଗୁପ୍ତ —୨. Hidden; secret; concealed.
- ୩. ଅପ୍ରକାଶିତ —୩. Not discovered; unpublished.
- ୪. ରହସ୍ୟମୟ; ଦୁର୍ଜ୍ଞେୟ —୪. Mysterious, Incomprehensible.
- ୫. ଦୁର୍ବୋଧ୍ୟ —୫. Obscure; abstruse.
- ୬. ଘୋର; ଗଭୀର —୬. Profound; deep.
- ୭. ଆଲିଙ୍ଗିତ —୭. Embraced.
- ୮. ଦୃଢ଼ —୮. Fast; tightly set.
ବିଶେଷ୍ୟ -
[ସମ୍ପାଦନା]- ୧. ବନ୍ୟ ମୃଗ —୧. A sort of wild bean.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ତାତ୍ପର୍ଯ୍ୟ; ସାର —୧. Purport.
- ୨. ମର୍ମ —୨. Gist.
- ୩. ନିଗଡ଼ —୩. Chain; fetters.
ଦୂଢ଼ ବଚନ ଶୁଣି କର୍ଣ୍ଣେ, ରାଜଏ ନିଗୁଢ଼ ତନ୍ଧନେ ଜଗନ୍ନାଥ. ଭାଗବତ.