Jump to content

ନିଗୂଢ଼ାର୍ଥ

ଉଇକିଅଭିଧାନ‌ରୁ

ନିଗୂଢ଼ାର୍ଥ

ଉଚ୍ଚାରଣ

[ସମ୍ପାଦନା]

(ନିଗୂଢ଼ାର୍ଥକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ନିଗୂଢ଼+ଅର୍ଥ)

[ସମ୍ପାଦନା]

(ବହୁବ୍ରୀହି) ଯାହାର ଅର୍ଥ ବା ଭାବ ଗୁପ୍ତ ବା ଦୁର୍ବୋଧ୍ୟ —୧. Having a hidden meaning; occult.


=== ସଂସ୍କୃତ - ବିଶେଷ୍ୟ -

୧. (କର୍ମଧା ଗୁପ୍ତ ଉଦ୍ଦେଶ୍ୟ) — ୧. Hidden purpose; mysterious or abstruse purpose.
୨. ଅବୋଧ୍ୟ ଅର୍ଥ —୨. A bstruse meaning.