Jump to content

ନିଗୂଢ଼ାର୍ଥକ

ଉଇକିଅଭିଧାନ‌ରୁ

ନିଗୂଢ଼ାର୍ଥକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିଗୁଢ+ଅର୍ଥ+କ)

[ସମ୍ପାଦନା]
୧. ଯହିଁରେ ଗାପ୍ତ ଅର୍ଥ ଥାଏ — ୧. Having a secret or hidden meaning.
୨. ଅବୋଧ୍ୟ; ରହସ୍ୟମୟ — ୨. Abstruse; mysṭerious.