Jump to content

ନିଗ୍ରାହକ

ଉଇକିଅଭିଧାନ‌ରୁ

ନିଗ୍ରାହକ

ଉଚ୍ଚାରଣ

[ସମ୍ପାଦନା]
(ନିଗ୍ରାହିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ନି+ଗ୍ରହ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ଯେ ନିଗ୍ରହ କରେ; ନିଗ୍ରହକାରୀ — Punishing; punitive; repressive; oppressive; persecuting; coercive; treating severely.