Jump to content

ନିଗ୍ରାହ୍ୟ

ଉଇକିଅଭିଧାନ‌ରୁ

ନିଗ୍ରାହ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନି+ଗ୍ରହ୍ ଧାତୁ+କର୍ମ. ଯ)

[ସମ୍ପାଦନା]

ନିଗୃହୀତ ହେବାର ଯୋଗ୍ୟ — Punishable; deserving punishment or harsh treatment.