Jump to content

ନିଗ୍ରୋ

ଉଇକିଅଭିଧାନ‌ରୁ

ନିଗ୍ରୋ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ନିଗ୍ରା, ଲାଟିନ୍—ନାଇଗର୍—କୃଷ୍ଣକାୟ, ସ୍ପେନ୍ ଦେଶୀୟ ଭାଷା—ବେଗ୍ରୋ)

[ସମ୍ପାଦନା]

ଦକ୍ଷିଣ ଆଫ୍ରିକାର ଗ୍ରୀଷ୍ମ ପ୍ରଧାନ ଦେଶର ଆଦିମ ଅଧିବାସୀ; କୃଷ୍ଣତାୟ ଜାତି —The Negro.

[ଦ୍ରଷ୍ଟବ୍ୟ —ଏମାନଙ୍କର ଦେହର ବର୍ଣ୍ଣ ଗାଢ଼ କୃଷ୍ଣବର୍ଣ୍ଣ, ମସ୍ତକର କେଶ କୁଞ୍ଚିତ, ଓଠ ଚେପ୍ଟା ଓ ମୋଟ ଏମାନଙ୍କୁ ପାଶ୍ଚାତ୍ୟ ଶ୍ୱେତାଙ୍ଗମାନେ ପୂର୍ବେ ବଳାପୂର୍ବକ ଧରି ନେଇ ଦାସ ରୂପେ କାମରେ ଲଗାଉଥିଲେ ଓ ବିକ୍ରି କରୁଥିଲେ ଆମେରିକାବାସୀ ଶ୍ୱେତାଙ୍ଗ— ମାନେ ଏହି କ୍ରୀତ ନିଗ୍ରୋଦାସ ଓ ସେମାନଙ୍କ ବଂଶଧରମାନଙ୍କଦ୍ୱାରା ତାବତୀୟ ଗୃହକର୍ମ ଓ ମୂଲିଆ କାମ କରାଉଥିଲେ. କିନ୍ତୁ ଇଂରେଜମାନଙ୍କ ପ୍ରରୋଚନା ଓ ଚେଷ୍ଟା ଯୋଗୁଁ ସଭ୍ୟ ଦେଶ— ମାନଙ୍କରୁ ଦାସମାନଙ୍କୁ ମୁକ୍ତି ଦିଆଗଲା ଓ ଏବେ ଏ ପ୍ରଥା ଉଠି ଯାଇଅଛି ଦାସ ରୂପେ ଆମେରିକାକୁ ଯାଇଥିବା ଅନେକ ନିଗ୍ରୋଙ୍କ ବଂଶଧରମାନେ ବର୍ତ୍ତମାନ ଆମେରିକାର ସ୍ଥାୟୀ ଅଧିବାସୀ ହୋଇ ଅଛନ୍ତି ଆଧୁନିକ ମନୁଷ୍ୟବିଜ୍ଞାନବିଦ୍ ପଣ୍ଡିତମାନେ ପୃଥିବୀର ଅଧିବାସୀମାନଙ୍କୁ ୫ ଶାଖା ବା ଜାତିରେ ବିଭକ୍ତି କରି ଅଛନ୍ତି;— ଯଥା—କକେସୀୟ, ମଙ୍ଗୋଲୀୟ. ଇଥିଓପୀୟ ବା ନିଗ୍ରୋ, ମାଲୟ ଓ ଆମେରିକ ତିହିଁ ମଧ୍ୟରୁ ନିଗ୍ରୋ ଗୋଟିଏ ଶାଖା ଅଟେ ]