Jump to content

ନିଗୢଡ଼ିବା

ଉଇକିଅଭିଧାନ‌ରୁ

ନିଗୢଡ଼ିବା

ଉଚ୍ଚାରଣ

[ସମ୍ପାଦନା]

(ନିଗିଡ଼ିଯିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ନିର୍ଗଳନ)

[ସମ୍ପାଦନା]
୧. ଚିପୁଡ଼ା ହୋଇ (ରସ) ଗଳିତ ହେବା; ରସ ଝରିବା — ୧. To ooze out; to drop on being squeezed.
୨. କୌଣସି ବସ୍ତୁରୁ ବା ବିପର୍ଯ୍ୟସ୍ତ ପାତ୍ରରୁ ଜଳୀୟ ପଦାର୍ଥ ବିବାକ୍ ନାଶେଷିତ ହୋଇ ବୋହି ଯିବା — ୨. (liquid) To be drained out of a thing or an upturned receptacle.
୩. ଅଳ୍ପ ମାତ୍ରାରେ ତଳକୁ ବୋହିଯିବା —୩. To flow down in feeble current; to drip.

[ ଦ୍ର—ପାତ୍ରରୁ ଜଳୀୟ ପଦାର୍ଥ ବେଶି ପରିମାଣରେ ଢାଳି ହୋଇଯାଏ ଓ ଅଳ୍ପ ପରିମାଣରେ କ୍ରମଶଃ ନିଗିଡ଼ି ଯାଏ]