Jump to content

ନିଘଞ୍ଚ

ଉଇକିଅଭିଧାନ‌ରୁ

ନିଘଞ୍ଚ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ନି=ବିଶେଷ ରୂପେ+ଘନ)

[ସମ୍ପାଦନା]
୧. ନିବିଡ଼ —୧. Dense; thickly set.

ଝିଲ୍ଲା ଝଙ୍କାରିତ ମଞ୍ଜୁଳ ବଞ୍ଜୁଳ ନିଘଞ୍ଚ କୁଞ୍ଜବନ ନନ୍ଦକିଶୋର, ଶର୍ମିଷ୍ଠା

୨. ଏକତ୍ରାବସ୍ଥିତ; ପରସ୍ପର ସଂଳଗ୍ନ; ଗାଢ଼ — ୨. Crowded; situated side by side.

ଆରେ ଏତେ ନିଘଞ୍ଚ କରି ରୋଇଲେ କଣ ଧାନ ଫଳେ ? ଫକୀରମୋହନ, ଛମାଣ ଆଠଗୁଣ୍ଠ