ନିଘଣ୍ଟୁ
ଦେଖଣା
ନିଘଣ୍ଟୁ
ଉଚ୍ଚାରଣ
[ସମ୍ପାଦନା]ନିଘଣ୍ଟ, ନିଘଣ୍ଟକଅନ୍ୟରୂପ
(ନି+ଘଣ୍ଟ୍ ଧାତୁ=ଦୀପ୍ତି ପାଇବା+ଉ)
[ସମ୍ପାଦନା]- ୧. ନାମ ସଂଗ୍ରହ —୧. List of names.
- ୨. ନିର୍ଘଣ୍ଟ; ସୂଚୀପତ୍ର —୨. Index.
- ୩. ଶବ୍ଦକୋଷ; ଶବ୍ଦସଂଗ୍ରହ — ୩. Vocabulary; lexicon; glossary.
- ୪. ବୈଦିକ ଅଭିଧାନ ବା ଶବ୍ଦକୋଷ — ୪. A vocabulary or glossary of vedic terms.
[ ଦ୍ର—ଯାସ୍କ ତାଙ୍କ ରଚିତ 'ନିରୁକ୍ତ' ଗ୍ରନ୍ଥରେ ନିଘଣ୍ଟୁର ଟୀକା କରି ଅଛନ୍ତି ]