Jump to content

ନିଘାତ

ଉଇକିଅଭିଧାନ‌ରୁ

ନିଘାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ନି+ହନ୍ ଧାତୁ+ଭାବ. ତ)

[ସମ୍ପାଦନା]
୧. ଆହନନ; ପ୍ରହାର —୧. A blow; a stroke.
୨. ଉଦାତ୍ତ ସ୍ୱରକୁ ହନନ କରି ଅନୁଦାତ୍ତ କରିବା — ୨. Suppression of the accent of a letter.
୩. (+କର୍ମ. ଅ) ଅନୁଦାତ୍ତ ସ୍ୱର — ୩. Unaccented letter.