ନିଘାମାନ୍
ଦେଖଣା
ନିଘାମାନ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଫାରାସୀ - ନିଗାହ୍ୱାନ୍)
[ସମ୍ପାଦନା]- ୧. ସତର୍କ —୧. Watchful.
- ୨. ଯତ୍ନଶୀଳ —୨. careful.
- ୩. ତତ୍ତ୍ୱାବଧାରକ —୩. Supervising.
- ୪. ଯେ ଦେଖାଶୁଣା କରେ —୪. Taking care.
ବିଶେଷ୍ୟ -
[ସମ୍ପାଦନା]- ୧. ଜଗୁଆଳି. —୧. A watchman.
- ୨. ଜଗାରଖା କରିବା ଲୋକ; ଜିମାଦାର୍ —୨. Custodian.
ନିଘାମାନ୍
ଉଚ୍ଚାରଣ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ନିଗାହବାନ୍)
[ସମ୍ପାଦନା]ନିଗାବାନ୍ (ଦେଖ) - Nigābān (See)