Jump to content

ନିଘୁଷ୍ଟ

ଉଇକିଅଭିଧାନ‌ରୁ

ନିଘୁଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନି+ଘୁଷ୍ ଧାତୁ=ଶବ୍ଦ କରିବା+କର୍ମ. ତ)

[ସମ୍ପାଦନା]
୧. ଶବ୍ଦିତ —୧. Sounded.
୨. ଉଚ୍ଚାରିତ —୨. Uttered.

ବିଶେଷ୍ୟ - (+ଭାବ. ତ)

[ସମ୍ପାଦନା]

ନିନାଦ; ନିର୍ଘୋଷ; ଧ୍ୱନି — Sound; noise.