Jump to content

ନିଚେଁ

ଉଇକିଅଭିଧାନ‌ରୁ

ନିଚେଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନିଚେ, ନିଚ୍ଚେ, ନିଚ୍ଚେଁ—ଅନ୍ୟରୂପ)

ଗ୍ରାମ୍ୟ - ଅ. (ସଂସ୍କୃତ - ନିଚୟ)

[ସମ୍ପାଦନା]

ନିଶ୍ଚେଁ; ଅବଶ୍ୟ — Certainly; surely.

ଚାଲ ନିଚେଁ ବନ ଯିବା ଗମନ କର—ପ୍ରାଚୀ ରସବାରିଧୀ