Jump to content

ନିଚେଷ୍ଟ

ଉଇକିଅଭିଧାନ‌ରୁ

ନିଚେଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ନିଚେଷ୍ଟା, ନିଚେରେଷ୍ଟାଅନ୍ୟରୂପ

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ନିଶ୍ଚେଷ୍ଟ)

[ସମ୍ପାଦନା]
୧. ଚେଷ୍ଟାହୀନ — ୧. Without exertion.
୨. ନିସ୍ପନ୍ଦ — ୨. Motionless.
୩. ଅଜ୍ଞାନ —୩. Insensible; unconscious.

ନିଚେଷ୍ଟ କରି ପ୍ରଚେଷ୍ଟ ପରି ଯାଇ ସୁଲୋଚନା ପାଶେ ରହି ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ