Jump to content

ନିଚ୍ଛବି

ଉଇକିଅଭିଧାନ‌ରୁ

ନିଚ୍ଛବି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+ଛବି=ଦୀପ୍ତି)

[ସମ୍ପାଦନା]
୧. ତ୍ରିହୁତ ଦେଶ — ୧. Tirhood (Division).
୨. ବର୍ଣ୍ଣସଙ୍କରଜାତିବିଶେଷ — ୨. Name of a mixed caste.

[ଦ୍ରଷ୍ଟବ୍ୟ —ସବର୍ଣ୍ଣା ସ୍ତ୍ରୀଠାରୁ ଉତ୍ପନ୍ନ ବ୍ରାତ୍ୟ କ୍ଷତ୍ରିୟଜାତିକୁ ନିଚ୍ଛବି ବୋଲାଯାଏ—ହିନ୍ଦୀ - ଶ.]