Jump to content

ନିଚ୍ଛେଦ୍ୟ

ଉଇକିଅଭିଧାନ‌ରୁ

ନିଚ୍ଛେଦ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନି+ଛିଦ୍ ଧାତୁ+କର୍ମ. ଯ)

[ସମ୍ପାଦନା]
୧. ଅଚ୍ଛେଦ୍ୟ — ୧. Inseparable.
୨. ଅଭେଦ୍ୟ —୨. Inpenetrable.
୩. ଅବିଭାଜ୍ୟ —୩. Indivisible.