Jump to content

ନିଛକ୍

ଉଇକିଅଭିଧାନ‌ରୁ

ନିଛକ୍

ଉଚ୍ଚାରଣ

[ସମ୍ପାଦନା]

(ନିଚ୍ଛକ୍—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. (ସଂସ୍କୃତ - ନିସର୍ଗଜ)—ଅବିମିଶ୍ର; ଶୁଦ୍ଧ; ଖାଣ୍ଟି — Unalloyed; pure; genuine.
୨. (ସଂସ୍କୃତ - ନିଶ୍ଚକ୍ର) ନିଭୃତ; ନରୋଳା; ନିର୍ଜନ — Solitary; lonely.

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ନିଶ୍ଚେଁ; ନିଃସନ୍ଦେହରୂପେ — ୧. Undoubtedly.
୨. ପରିଶୁଦ୍ଧରୂପେ —୨. Purely.