ନିଛତ୍ର
ଦେଖଣା
ନିଛତ୍ର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ନିଛତ୍ରି, ନିଚ୍ଛତ୍ର, ନିଚ୍ଛତ୍ରି—ଅନ୍ୟରୂପ)
=== ଦେଶଜ - ବିଶେଷଣ - (ସଂସ୍କୃତ - ନିଃକ୍ଷତ୍ର)
- ୧. କ୍ଷତ୍ରିୟହୀନ — ୧. Devoid of all warriors; with all its warriors killed.
- ୨. ଅରାଜକ (ଦେଶ) —୨. Kingless; anarchical.
- ୩. ନିଃକ୍ଷତ୍ରିୟ —୩. Destitute of Kshatriyas or warriors.
- ୪. ଛିନିଛତ୍ର; ଖିନିଖରାପ — ୪. Devastated; destroyed.
ବିଶେଷ୍ୟ -
[ସମ୍ପାଦନା]ଏକ ପ୍ରକାର ଘର —A kind of house.