Jump to content

ନିଛଳିଆ

ଉଇକିଅଭିଧାନ‌ରୁ

ନିଛଳିଆ

ଉଚ୍ଚାରଣ

[ସମ୍ପାଦନା]
(ନିଛଳେଈ—ସ୍ତ୍ରୀ) 

(ନିଛଳା, ନିଛଳୁଆ—ଅନ୍ୟରୂପ)

(ନିଛଳୀ, ନିଛଳୋଈ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯେଉଁ ବ୍ୟକ୍ତି ସାମାନ୍ୟ କଥାରେ ବା ଗାଳିରେ ଅଯଥା ଛଳ ବା ଅଭିମାନ କରେ ନାହିଁ — ୧. (a person) Who does not take offence at petty matters.
୨. ନିଷ୍କପଟ —୨. Frank.