Jump to content

ନିଛାଟ

ଉଇକିଅଭିଧାନ‌ରୁ

ନିଛାଟ

ଉଚ୍ଚାରଣ

[ସମ୍ପାଦନା]

(ନିଚ୍ଛାଟ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନିର୍ଜନତା —Solitude.

ବିଶେଷଣ -

[ସମ୍ପାଦନା]
୧. ନିର୍ଳନ —୧. Solitary; lonely.
୨. ଏକାକୀ; ଏକୁଟିଆ —୨. Alone.

ଶୋଇଅଛି ପୁଣି ଏହି ବେଦୀତଳେ ବୀର 'ଲିସଡେଲ' ନିଚ୍ଛାଟ ଭୂତଳେ ଅଜୟଚନ୍ଦ୍ର ଶ୍ୱେତଦିବୀପବୀଣା