Jump to content

ନିଜଞ୍ଜାଳି

ଉଇକିଅଭିଧାନ‌ରୁ

ନିଜଞ୍ଜାଳି

ଉଚ୍ଚାରଣ

[ସମ୍ପାଦନା]

(ନିଜଞ୍ଜାଳିଆ—ଅନ୍ୟରୂପ)

(ନିଜଞ୍ଜାଳୀ, ନିଜଞ୍ଜାଳେଈ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ନିଶ୍ଚିନ୍ତ — ୧. Free from anxiety or care.
୨. ଶାନ୍ତ —୨. Tranquil; at ease.
୩. ଯେଉଁ ବ୍ୟକ୍ତି ସାଂସାରିକ ଜଞ୍ଜାଳରୁ ମୁକ୍ତ —୩. Having no worldly encumbrance; unencumbered.
୪. ଗୋଳମାଳରୁ ନିଶ୍ଚିନ୍ତ —୪. Free from trouble or complication or confusion.