ନିଜାମତ୍
ଦେଖଣା
ନିଜାମତ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆ)
[ସମ୍ପାଦନା]ରାଜ୍ୟଶାସନ — Administration; judicial and executive government of a country.
[ଦ୍ରଷ୍ଟବ୍ୟ —ବଙ୍ଗବିହାର ଓଡ଼ିଶାର ରାଜସ୍ୱ ଆଦାୟର ଭାର (ଦେବାନୀ ମୋଗଲ ସମ୍ରାଟ ସାହାଆଲାମଙ୍କ ଠାରୁ ଇଷ୍ଟଇଣ୍ଡିଆ କୋମ୍ପାନି କ୍ଲାଇବଙ୍କ ଅମଳରେ ୧୭୬୫: ଖ୍ରୀଷ୍ଟାବ୍ଦରେ ୨୬: ଲକ୍ଷ ଟଙ୍କା ବାର୍ଷିକ ଜମାରେ ସନନ୍ଦଦ୍ୱାରା ପାଇଥିଲେ ଓ ନିଜାମତ୍ (ରାଜ୍ୟ ଶାସନ ଓ ବିଚାର) ବଙ୍ଗର ନବାବଙ୍କଠାରେ ପୂର୍ବପରି ରଖାଯାଇଥିଲା ଦିନାକେତେ ଏହି ଦୈତ୍ୟଶାସନ ଚଳିଲା ପରେ ବଙ୍ଗ ବିହାର ଓଡ଼ିଶାର ନିଜାମତ୍ ମଧ୍ୟ ଇଂରାଜଙ୍କର ହସ୍ତଗତ ହେଲା]