ନିଜାମ୍
ଦେଖଣା
ନିଜାମ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆ)
[ସମ୍ପାଦନା]- ୧. ରାଜପ୍ରତିନିଧି; ଶାସନକର୍ତ୍ତା — ୧. Governor; Viceroy.
- ୨. ଦକ୍ଷିଣ ଭାରତରେ ହାଇଦ୍ରାବାଦ ରାଜ୍ୟର ମୁସଲମାନ ରାଜଙ୍କ ଉପାଧି —୨. Nizam; the title of the Mohamedan ruler of the Hyderabad State in South India.
ଯବନ ନିଜାମ ଦାକ୍ଷିଣାତ୍ୟେଶ୍ୱର ରାଧାନାଥ. ଦରବାର
[ଦ୍ରଷ୍ଟବ୍ୟ —ଏ ରାଜାଙ୍କ ଉପାଧି ନିଜାମ୍ ଉଲ୍ ମୁଲକ୍ ଅଟେ ନିଜାମ୍ ଶବ୍ଦ ଇଂରାଜି ଭାଷାରେ ଚଳିଲାଣି]