ନିଜାସ
ଦେଖଣା
ନିଜାସ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିଜାସ
|
ଦେଶଜ - ବିଶେଷଣ - (ସଂସ୍କୃତ - ନିର୍ଯ୍ୟାସ)
[ସମ୍ପାଦନା]ନିଶ୍ଚିତ — Certain.
ବିଶେଷ୍ୟ -
[ସମ୍ପାଦନା]- ୧. ଆନ୍ତରିକ ଭାବ — ୧. Actual wish.
- ୨. ସାର ମର୍ମ —୨. Gist; purport.
- ୩. ନିଶ୍ଚୟ —୩. Certainty; fixity.
- ୪. ଶେଷ ସିଦ୍ଧାନ୍ତ —୪. Final decision.