Jump to content

ନିଜ ଗାଁ

ଉଇକିଅଭିଧାନ‌ରୁ

ନିଜ ଗାଁ

ଉଚ୍ଚାରଣ

[ସମ୍ପାଦନା]

(ନିଜଗାଆଁ; ନିଜିଗାଁ—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (କଚିରିଆ)

[ସମ୍ପାଦନା]
୧. ଏହି ଗ୍ରାମ — ୧. The same village.
୨. ପୂର୍ବୋକ୍ତ ଗ୍ରାମ — ୨. The said village.
୩. ଆପଣା ଗ୍ରାମ —୩. One's own village.

[ଦ୍ରଷ୍ଟବ୍ୟ —କୌଣସି ଗ୍ରାମର ଜମି ବିକ୍ରି କରାଯାଉଥିଲେ ଉକ୍ତ କବଲାରେ ଯେବେ ସେହି ଗ୍ରାମ ଅଧିବାସୀ କେହି ବ୍ୟକ୍ତି ସାକ୍ଷୀ ପଡ଼େ ତେବେ ଲେଖାଯାଏ ଇସାଦ, ଅମୁକ, ସାକିନ—ନିଜଗାଁ]