Jump to content

ନିଜ ରୂପ ଦେ(ଖେ)ଇବା

ଉଇକିଅଭିଧାନ‌ରୁ

ନିଜ ରୂପ ଦେ(ଖେ)ଇବା

ଉଚ୍ଚାରଣ

[ସମ୍ପାଦନା]

(ନିଜ ରୂପ ଧରିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ଆକ୍ଷରିକ ଅର୍ଥ ଓ ଲକ୍ଷଣାର୍ଥ)

[ସମ୍ପାଦନା]
୧. ଛଦ୍ମ ରୂପ ଛାଡ଼ି ଆପଣାର ପ୍ରକୃତ ଚେହେରା ଦେଖାଇବା — ୧. (literary and figurative) To come out in one's true colours.
୨. (ଲକ୍ଷଣାର୍ଥ) ଅତ୍ୟନ୍ତ ରାଗାନ୍ୱିତ ହେବା — ୨. (figurative) To become very angry.
୩. (ଲକ୍ଷଣାର୍ଥ) ନିଜର ଆନ୍ତରିକ ମତ ଗୋପନ ନ କରି ପ୍ରକାଶ କରିବା —୩. (figurative) To show one's colours to express one's sincere view.