Jump to content

ନିଝୁମ

ଉଇକିଅଭିଧାନ‌ରୁ

ନିଝୁମ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଯଥା—ନିଝୁମ୍ ରାତି)

ସଂସ୍କୃତ - ବିଶେଷଣ - (ସଂସ୍କୃତ - ନିର୍ଧୂତ)

[ସମ୍ପାଦନା]

ନିଷ୍କମ୍ପ; ନିସ୍ପନ୍ଦ — ୧. Motionless; still.

୨. ନିର୍ବାତ —୨. Calm; serene; windless.
୩. ନିଶବଦ; ନିସ୍ତବ୍ଧ —୩. Silent; quiet.