Jump to content

ନିଟଳା

ଉଇକିଅଭିଧାନ‌ରୁ

ନିଟଳା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିଟଳ)

[ସମ୍ପାଦନା]

କପାଳ; ଭାଲ ଦେଶ — Forehead.

ମିଳେ ଏକ ଜଟିଳା ଅର୍ଦ୍ଧଚନ୍ଦ୍ର ନିଟଳା, ଶୋଭିନୀ କରି ବିଲୋକନ ଭଞ୍ଜ କୋଟିବ୍ରହ୍ମାଣ୍ଡସୁନ୍ଦରୀ