ନିଟଳାକ୍ଷ
(ନିଟଳାକ୍ଷୀ—ସ୍ତ୍ରୀ)
ମହାଦେବ —Siba.
ଯାହାର ଗୋଟିଏ ଆଖି ଭାଲ ଦେଶରେ ଥାଏ —Having one eye on the brow.