ନିଟୋଳ
ଦେଖଣା
ନିଟୋଳ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିଟଳ)
[ସମ୍ପାଦନା]କପାଳ; ଭାଲ ପ୍ରଦେଶ — Forehead.
ଅନୁବାଦ
[ସମ୍ପାଦନା]ନିଟୋଳ
|
ଦେଶଜ - ବିଶେଷଣ - (ସଂସ୍କୃତ - ନିସ୍ତଳ; ପାଲୀ—ନିତ୍ତଳ=ବର୍ତ୍ତୁଳ)
[ସମ୍ପାଦନା]- ୧. ପ୍ରଶସ୍ତ —୧. Broad; spacious.
ଶୁଭ୍ର ସମୂଜ୍ଜଳ ନିଟୋଳ ଲଲାଟ ତଳେ କିବା ଅଛି ଦୁଃଖ—ରାଧାନାଥ
- ୨. ସୁଗୋଲ —୨. Round.