ନିତମ୍ୱିନୀ
ଦେଖଣା
ନିତମ୍ୱିନୀ
ଉଚ୍ଚାରଣ
[ସମ୍ପାଦନା](ନିତମ୍ୱୀ—ପୁଂ)
ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ନିତମ୍ୱ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ)
[ସମ୍ପାଦନା]ପ୍ରଶସ୍ତ ନିତମ୍ୱଯୁକ୍ତା (ସ୍ତ୍ରୀ) —(a woman) Having round and prominent (and thus fascinating) hips.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ସୁନ୍ଦର ନିତମ୍ୱବତୀ ସ୍ତ୍ରୀ — ୧. A woman with handsomely large hips.
- ୨. ସ୍ତ୍ରୀ —୨. A woman (in general) (Apte).