Jump to content

ନିତମ୍ୱ ଗୁର୍ବୀ

ଉଇକିଅଭିଧାନ‌ରୁ

ନିତମ୍ୱ ଗୁର୍ବୀ

ଉଚ୍ଚାରଣ

[ସମ୍ପାଦନା]

(ନିତମ୍ୱବତୀ—ଅନ୍ୟରୂପ)

(ନିତମ୍ୱଗୁରୁ—ପୁଂ) 

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ବହୁବ୍ରୀହି; ନିତମ୍ୱ+ଗୁରୁ+ସ୍ତ୍ରୀ. ଈ)

[ସମ୍ପାଦନା]

ଗୁରୁ ବା ପୃଥୁଳ ନିତମ୍ୱଯୁକ୍ତା (ସ୍ତ୍ରୀ) — (a woman) Having big or heavy buttocks; having beautiful hips.

[ଦ୍ରଷ୍ଟବ୍ୟ —ଭାରତରେ ନିତମ୍ୱଗୁର୍ବୀ ସ୍ତ୍ରୀ, ସୁନ୍ଦରୀ ମଧ୍ୟରେ ପରିଗଣିତା]