ନିତମ୍ୱ ବିମ୍ୱ
ଦେଖଣା
ନିତମ୍ୱ ବିମ୍ୱ
ଉଚ୍ଚାରଣ
[ସମ୍ପାଦନା](ନିତମ୍ୱବିମ୍ୱା—ସ୍ତ୍ରୀ)
(ନିତମ୍ୱବାନ୍—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ନିତମ୍ୱ+ବିମ୍ୱ=ମଣ୍ଡଳ ପରି ଗୋଲାକାର)
[ସମ୍ପାଦନା]ଗୋଲାକୃତିବିଶିଷ୍ଟ ସ୍ତ୍ରୀମାନଙ୍କର ପିଚା — Round hips of women.
ସଂସ୍କୃତ - ବିଶେଷଣ - ପୁଂ. (ବିମ୍ୱ=ମଣ୍ଡଳ ପରି ଗୋଲ ନିତମ୍ୱ ଯାହାର; ବହୁବ୍ରୀହି)
[ସମ୍ପାଦନା]ବର୍ତ୍ତୁଳ ନିତମ୍ୱବିଶିଷ୍ଟ (ବ୍ୟକ୍ତି) —Having round hips.