Jump to content

ନିତଳ

ଉଇକିଅଭିଧାନ‌ରୁ

ନିତଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି=ଅଜ୍ଞାତ+ତଳ)

[ସମ୍ପାଦନା]

ବିଷ୍ଣୁପୁରାଣ ମତରେ ପାତାଳ ମଧ୍ୟସ୍ଥ ୩ୟ ପାତାଳ —One of the ୭ infernal regions of the Hindu mythology.

ଏଥିରେ ନୁହନ୍ତାଠାବ ବିଳେ ପଶି ତଳେ ଯିବ ଅତଳ ନିତଳ ବତକକୁ ହେ—ଭଞ୍ଜ. ଲାବଣ୍ୟବତୀ

[ଦ୍ରଷ୍ଟବ୍ୟ —ପାତାଳ ତଳେ ଟୀକା ଦେଖ କେବଳ ବିଷ୍ଣୁପୁରାଣରେ 'ନିତଳ' ନାମକ ପାତାଳରେ ନାମୋଲ୍ଲେଖ ମିଳେ ଅନ୍ୟ ପୁରାଣ— ମାନଙ୍କର ମିଳେ ନାହିଁ]