ନିତାଇ
ଦେଖଣା
ନିତାଇ
ଉଚ୍ଚାରଣ
[ସମ୍ପାଦନା]ନିତା, ନିତିଆଅନାଦରାର୍ଥକରୂପ
ଦେଶଜ - ବିଶେଷ୍ୟ - ପୁଂ. (ନାମ)
[ସମ୍ପାଦନା]- ୧. ଚୈତନ୍ୟଙ୍କ ସହଚର; ନବଦ୍ୱାପର ମହାପୁରୁଷ ନିତ୍ୟାନନ୍ଦଙ୍କ ଡ଼ାକ ନାମ — ୧. Name for calling Nityānanda, the associate of Ṡrī Ch&aline;i̱anya.
[ଦ୍ରଷ୍ଟବ୍ୟ —ସାଧାରଣତଃ ନିତ୍ୟାନନ୍ଦ ଶ୍ରୀ ଚୈତନ୍ୟଙ୍କ ଅଗ୍ରଜ ବୋଲି ପରିଚିତ କିନ୍ତୁ ପ୍ରକୃତିରେ ଏ ବୀରଭୂମ ଜିଲ୍ଲାର ଏକଚକ୍ରା ଗ୍ରାମର ହାଡ଼ାଇ ପଣ୍ଡିତଙ୍କର ପୁତ୍ର ଥିଲେ ପରେ ଏକ ସନ୍ନ୍ୟାସୀଙ୍କ ସଙ୍ଗେ ବହୁତୀର୍ଥ ଭ୍ରମଣ କରି ନବଦ୍ୱୀପରେ ଗୌରାଙ୍ଗ (ଚୈତନ୍ୟ)ଙ୍ ସଙ୍ଗେ ମଳିତ ହେଲେ ଶ୍ରୀ ଗୌରାଙ୍ଗ ଏହାକୁ ଦାଦା ବା ବଡ଼ ଭାଇ ବୋଲି ସଂବୋଧନ କରୁଥିଲେ ନିତ୍ୟାନନ୍ଦ ଗୃହୀ ଥିଲେ କଥିତ ଅଛି ଯେ ଚୈତନ୍ୟଦେବଙ୍କ ଅଗ୍ରଜ ବିଶ୍ୱରୂପ ସନ୍ନ୍ୟାସ ଗ୍ରହଣ କରିବା ପର ଦେହତ୍ୟାଗ କରି ସ୍ୱକୀୟ ତେଜଃକୁ ନିତ୍ୟାନନ୍ଦଙ୍କଠାରେ ସଂଚାରିତ କରିଥିଲେ ଶଚୀ ଦେବୀ ନିତ୍ୟାନନ୍ଦଙ୍କୁ ବିଶ୍ୱରୂପଙ୍କଠାରୁ ଅଭିନ୍ନ ଜ୍ଞାନ କରୁଥିଲେ— ଯୋଗେଶ୍ଚନ୍ଦ୍ର