Jump to content

ନିତାନ୍ତ

ଉଇକିଅଭିଧାନ‌ରୁ

ନିତାନ୍ତ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ଅ. (ଅ+ତମ୍ ଧାତୁ+ତ)

[ସମ୍ପାଦନା]
୧. ଅତ୍ୟନ୍ତ; ଅତିଶୟ — ୧. Very much; too much.
୨. ଆଦୌ —୨. At all.
୩. ସୁତରାଂ —୩. Of course; as a matter of course.
୪. ଫଳତଃ; କାର୍ଯ୍ୟତଃ — ୪. Consequently; at any rate.
୫. ନିଶ୍ଚେଁ; ଅବଶ୍ୟ — ୫. Certainly; surely; verily.
୬. ଅତ୍ୟଧିକ ରୂପେ — ୬. Excessively; exceedingly.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଅତ୍ୟଧିକ; ନିହାତି — ୧. Excessive; intense; very much.
୨. ନିଶ୍ଚିତ —୨. Certain; true.
୩. ଅସାଧାରଣ —୩. Extraordinary.
୪. ନିପଟ —୪. Downright.

ଦେଶଜ - ଅ

[ସମ୍ପାଦନା]

ଯେ କୌଣସି ପ୍ରକାରେ; ଯାହା ଘଟୁ ନା କାହିଁକି — At any cost.

(ଯଥା—ମୁଁ ସେଠାକୁ ନିତାନ୍ତ ନ ଗଲେ ଯେବେ କାମ ନ ଚଳିବ ତେବେ ବାଧ୍ୟ ହୋଇ ମୁଁ ଯିବି)