Jump to content

ନିତି

ଉଇକିଅଭିଧାନ‌ରୁ

ନିତି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ସଂସ୍କୃତ - ନିତ୍ୟ)

[ସମ୍ପାଦନା]
୧. ପ୍ରତି ଦିନ; ଅହରହଃ; ପ୍ରତ୍ୟହ — ୧. Every; day; daily.

ନାଥ ଅଷ୍ଟ ଦୂର୍ଗର ଯେ ନିତି ସେ ମୋ ପଦେ ଭଜେ କବିସୂର୍ଯ୍ୟ. କିସୋରୀଚମ୍ପୁ ଗୀତ

୨. ସର୍ବଦା; ନିୟତ —୨. Constantly; always.

ନବ ହେମ ଦ୍ୟୁତି ଅମରୀଏ ନିତି ନିଅନ୍ତି ଫୁଲ ଏ ବନୁ କବିସୂର୍ଯ୍ୟ. କିଶୋରୀଚମ୍ପୁ ଙ ଗୀତ

ଦେଶଜ - ବିଶେଷଣ -

[ସମ୍ପାଦନା]

ଦୈନିକ (ମୂଲିଆ) —Daily (labourer).

ବିଶେଷ୍ୟ -

[ସମ୍ପାଦନା]

(ନାମ) ଭାରତରୁ ତିବ୍ୱତକୁ ଯିବା ଆସିବାର ପଥ, ହିମାଳୟର ଗୋଟିଏ ଗିରିସଙ୍କଟ —Name of a pass in the Himalayan mountain.

[ଦ୍ରଷ୍ଟବ୍ୟ —ଏହା ଭାରତରୁ ତିବ୍ୱତକୁ ପ୍ରବେଶ କରିବାର ଦ୍ୱାର; ଏହି ବାଟ ସାଧୁମାନେ ଭାରତରୁ ତିବ୍ୱତକୁ ଯିବା ବେଳେ ତିବ୍ୱତର ରାଜଧାନୀ ଲସାରୁ ପ୍ରଚାରିତ ରାଜାଦେଶ ଅନୁସାରେ ସେମାନଙ୍କୁ ଜାମିନ୍ ଦେବା ପାଇଁ ପଡ଼େ]