ନିତି ମାଗନ୍ତା
(ନିତିମଗା—ଅନ୍ୟରୂପ)
ଯେଉଁ ବ୍ୟକ୍ତି ପ୍ରତି ଦିନ ମାଗିବାକୁ ଆସେ (a person) Who comes to beg for any thing every day.
ନିତି ମାଗନ୍ତାକୁ ଦିଅନ୍ତା ନାହିଁ ଢ଼ଗ