Jump to content

ନିତେଇ ଗୌର

ଉଇକିଅଭିଧାନ‌ରୁ

ନିତେଇ ଗୌର

ଉଚ୍ଚାରଣ

[ସମ୍ପାଦନା]

[ନିତେଇ ଗଉର—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ; ନିତ୍ୟାନନ୍ଦ+ଗୌରାଙ୍ଗ)

[ସମ୍ପାଦନା]

(ନବଦ୍ୱୀପର ମହାପୁରୁଷ ଦ୍ୱୟ) ନିତ୍ୟାନନ୍ଦ ଓ ଗୌରାଙ୍ଗ; ସଂକୀର୍ତ୍ତନରେ ମତ୍ତ; ନବଦ୍ୱୀପର ମହାପୁରୁଷ ସହଚର ଦ୍ୱୟ ଶ୍ରୀ ନିତ୍ୟାନନ୍ଦ ଓ ଶ୍ରୀଚୈତନ୍ୟ — The two devoted apostles of Nabadwīpa (viz. Nityānanada and G&aline;&uline;rāṅga).