Jump to content

ନିତ୍ୟନୈମିତ୍ତିକ

ଉଇକିଅଭିଧାନ‌ରୁ

ନିତ୍ୟନୈମିତ୍ତିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦ୍ୱନ୍ଦ; ନିତ୍ୟ+ନୈମିତ୍ତକ)

[ସମ୍ପାଦନା]

ପ୍ରତିଦିନର ଅନୁଷ୍ଠେୟ ଓ ବିଶେଷ ବିଶେଷ ନିମିତ୍ତ ବା ଅନୁଷ୍ଠାନ ଉପଲକ୍ଷରେ ଅନୁଷ୍ଠେୟ (କ୍ରିୟା) — Daily and occasional (ceremonies).

[ଦ୍ରଷ୍ଟବ୍ୟ —ପ୍ରତିଦିନ ଅନୁଷ୍ଠେୟ ସନ୍ଧ୍ୟା ବନ୍ଦନାଦି ନିତ୍ୟ ଓ ବିଶେଷ କାର୍ଯ୍ୟ ଉପଲକ୍ଷରେ ଅନୁଷ୍ଠେୟ ବ୍ରତ, ପ୍ରାୟଶ୍ଚିତ୍ତାଦି ନୈମତ୍ତିକ କ୍ରିୟା ଅଟେ]

୨. ଯେଉଁ ଅନୁଷ୍ଠାନ ବା କର୍ମ ବିଶେଷ ଉପଲକ୍ଷରେ ନିୟମିତ— ରୂପେ କରାଯାଏ (ଯଥା—ପାର୍ବଣ ଶ୍ରାଦ୍ଧ, ମହାଳୟା, ବାର୍ଷିକ ପିତୃଶ୍ରାଦ୍ଧ —୨. Occasional (act) and regularly recurring (Apte).