Jump to content

ନିତ୍ୟପ୍ରବୃତ୍ତ ବର୍ତ୍ତମାନ

ଉଇକିଅଭିଧାନ‌ରୁ

ନିତ୍ୟପ୍ରବୃତ୍ତ ବର୍ତ୍ତମାନ

ଉଚ୍ଚାରଣ

[ସମ୍ପାଦନା]

(ବ୍ୟାକରଣ)

[ସମ୍ପାଦନା]

ଯେଉଁ ବର୍ତ୍ତମାନ କାଳବାଚକ କ୍ରିୟାଦ୍ୱାରା ସର୍ବାଦା ଘଟିବା ବିଷୟ ବୁଝାଏ —(grammar) The first aorist; the indefinite present tense.

(ଯଥା—ଆଷାଢ଼ ମାସରେ ବର୍ଷା ହୁଏ, ବର୍ଷାଦିନେ ନଈ ବଢ଼େ; ଜୁଜୁତା ବାପା ପାଖେ ଶୁଏ)