Jump to content

ନିତ୍ୟଶଃ

ଉଇକିଅଭିଧାନ‌ରୁ

ନିତ୍ୟଶଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - କ୍ରି. ବିଶେଷଣ - (ନିତ୍ୟ+ଶସ୍)

[ସମ୍ପାଦନା]
୧. ସର୍ବଦା — ୧. Constantly.
୨. ଚିରକାଳ —୨. Perpetually; ever; erernally.
୩. ଅହରହଃ —୩. Every day; daily.