ନିତ୍ୟସଙ୍ଗୀ
(ନିତ୍ୟସହଚର—ଅନ୍ୟରୂପ)
(ନିତ୍ୟସଙ୍ଗୀନୀ—ସ୍ତ୍ରୀ)
ଯେ ସର୍ବଦା ସଙ୍ଗରେ ଥାଏ — Constant companion.
(ଯଥା—ବସନ୍ତ କାମଦେବଙ୍କର ନିତ୍ୟ ସଙ୍ଗୀ)