ନିତ୍ୟା
ଦେଖଣା
ନିତ୍ୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନିତ୍ୟ+ସ୍ତ୍ରୀ+ଆ)
[ସମ୍ପାଦନା]- ୧. ପାର୍ବତୀ — ୧. Goddess Pārbatī.
- ୨. ମନସା ଦେବୀ —୨. Goddess Manasā
- ୩. ଶକ୍ତିବିଶେଷ —୩. The name of the Genera ting Poiwer of the universe.
- ୪. ଲଙ୍ଗଳ ଲୁହା —୪. Ploughshare (M.W.).
- ୫. ନିତ୍ୟ ଅବଶ୍ୟ କର୍ତ୍ତବ୍ୟ କର୍ମ —Counstant and indispensable riote or act (M.W.)
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ନିତ୍ୟର ସ୍ତ୍ରୀଲିଙ୍ଗ —Feminine of Nitya.