Jump to content

ନିତ୍ୟାନଧ୍ୟାୟ

ଉଇକିଅଭିଧାନ‌ରୁ

ନିତ୍ୟାନଧ୍ୟାୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ନିତ୍ୟ+ ଅନଧ୍ୟାୟ)

[ସମ୍ପାଦନା]

ବେଦାଧ୍ୟୟନ ଓ ବେଦାଧ୍ୟାପନ ନିତ୍ୟ ରାହିତ୍ୟ; ଯେଉଁ ଅବସ୍ଥାରେ ବା ସ୍ଥାନରେ ନିତ୍ୟ (ସର୍ବଦା) ବେଦାଧ୍ୟନ ଓ ବେଦାଧ୍ୟାପନ ନିଷିଦ୍ଧ — Invarianle suspension of the study of the Bedas.

[ଦ୍ରଷ୍ଟବ୍ୟ —ଅନଧ୍ୟାୟ ଶବ୍ଦ ତଳେ ଟୀକା ଦେଖ ମନୁସଂହିତାର ୪ର୍ଥ ଅଧ୍ୟାୟ ୧୭: ଶ୍ଲୋକରେ ନିତ୍ୟାନଧ୍ୟାୟ ବିଷୟକ ଉପଦେଶ ଅଛି ଧର୍ମନୈପୁଣ୍ୟକାମୀ ଲୋକମାନଙ୍କ ପକ୍ଷରେ ଗ୍ରାମ, ନଗର ଓ ପୁତିଗନ୍ଧମୟ ସ୍ଥାନରେ ନିତ୍ୟାନଧ୍ୟାୟ ହୁଏ ଅର୍ଥାତ୍ ଗ୍ରାମରେ, ନଗରରେ ଓ ଯେଉଁଠାରୁ ପୂତିଗଦ୍ଧ ବାହାରୁଥିବ ସେଠାରେ କେବେହେଁ ବେଦାଧ୍ୟୟନ କରିବ ନାହିଁ]