ନିତ୍ୟାନନ୍ଦ
ଦେଖଣା
ନିତ୍ୟାନନ୍ଦ
ଉଚ୍ଚାରଣ
[ସମ୍ପାଦନା](ନିତ୍ୟାନନ୍ଦା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ଫୁ. (ବହୁବ୍ରୀହି; ନିତ୍ୟ+ଆନନ୍ଦ)
[ସମ୍ପାଦନା]ସଦାନନ୍ଦ; ଯାହାର ଚିତ୍ତ ସର୍ବଦା ସନ୍ତୁଷ୍ଟ — Ever happy.
ବିଶେଷ୍ୟ - (କର୍ମଧାରୟ)
[ସମ୍ପାଦନା]ଚିରସ୍ଥାୟୀ ସୁଖ — Eternal happiness.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ) ସଂସ୍କୃତ -
[ସମ୍ପାଦନା]- ୧. ଶ୍ରୀ ଚୈତନ୍ୟ ଦେବଙ୍କର ପ୍ରଧାନ ଭକ୍ତ ଓ ସଙ୍ଗୀ —୧. Name of the principal associate of Ṡrī Ch&aline;i̱ranya.
[ଦ୍ରଷ୍ଟବ୍ୟ —ନିତାଇ ତଳେ ନୋଟ୍ ଦେଖ ଏହାଙ୍କ ପିତାଙ୍କ ନାମ ହାଡ଼ାଇ ପଣ୍ଡିତ]
- ୨. (ନାମ) ସିଦ୍ଧାନ୍ତରାଜ ଗ୍ରନ୍ଥର ପ୍ରଣେତା (୧୫୬୧: ଶକାଦ୍ଦ; ଗୌଡ଼ ବ୍ରାହ୍ମଣ) —୨. Name of a Sanscrit anthor.
- ୩. ପୁରୁଷଙ୍କୁ ଦିଆଯିବା ନାମ — ୩. A name given to males.