Jump to content

ନିତ୍ୟାଭିଯୁକ୍ତ

ଉଇକିଅଭିଧାନ‌ରୁ

ନିତ୍ୟାଭିଯୁକ୍ତ

ଉଚ୍ଚାରଣ

[ସମ୍ପାଦନା]
(ନିତ୍ୟଭିଯୁକ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ. (ନିତ୍ୟ+ଅଭିଯୁକ୍ତ)

[ସମ୍ପାଦନା]

ଯେଉଁ ଯୋଗୀ ଯେତିକି ପରିମିତ ଖାଦ୍ୟରେ ଦେହ ରକ୍ଷା ହେବ ସେତିକି ମାତ୍ର ଭୋଜନ କରି ଓ ତହୁଁ ଅଧିକ ପରିତ୍ୟାଗ କରି ଯୋଗସାଧନ କରିନ୍ତି (ହିନ୍ଦୀ - ଶ) — (an ascetic) Subsisting on the minimum quantily of good necessary for liveing and practising penance.