Jump to content

ନିତ୍ୟ ନାରୀ

ଉଇକିଅଭିଧାନ‌ରୁ

ନିତ୍ୟ ନାରୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନିତ୍ୟସ୍ଥଳରେ ବିଷ୍ଣୁଙ୍କ ସହିତ ନିତ୍ୟଲୀଳା କରୁ— ଥିବା ନାରାୟଣୀ —The nymphs keeping company of Bishṇu in his eternal abode.

ଶୁଣିଲେ ନିତ୍ୟ ନାରୀ ସର୍ବ, ହଜିଲା ସୁହାଗିନୀ ଗର୍ବ ଭୂପତି. ପ୍ରେମପଞ୍ଚାମୃତ